ଢେଙ୍କାନାଳରେ ଓଲଟିଲା ଯାତ୍ରୀବାହୀ ବସ୍ , ୭ ଗୁରୁତର ୨୦ ଆହତ

add-all

ଯାତ୍ରୀବାହୀ ବସ ଓଲଟି ୭ ଗୁରୁତର । ଢେଙ୍କାନାଳ ସଦର ଥାନା ବଣସିଂହ ରାସ୍ତାରେ ଓଲଟିଲା ବସ। ପାଟରାଣୀ ଠାକୁରାଣୀ ମନ୍ଦିର ନିକଟ ରାସ୍ତାରେ ବସ ରାସ୍ତା ତଳକୁ ଓଲଟି ପଡ଼ିଛି। ବସ ବଣସିଂହରୁ ଢେଙ୍କାନାଳ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା। ବସରେ ୩୫ରୁ ଅଧିକ ଯାତ୍ରୀ ଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ୭ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.