ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ

add-all

ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ। ମାଷ୍ଟର ମାଇଣ୍ଡ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ। ବହୁ ଦିନର ଲୁଚକାଳି ଖେଳ ପରେ ଧରାପଡିଲେ ସରୋଜ। ଅପହରଣ ସିନ କରିବା ନାରେ ରୁମ୍ କୁ ନେଇ ଦୁଷ୍କର୍ମ କରିଥିଲେ।

ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକା ଜଣକ ଭରତପୁର ଥାନାରେ ଏତଲା କରିବା ପରେ ପୋଲିସ ସରୋଜ ବିଶ୍ୱାଳକୁ ବହୁ ଖୋଜା ଖୋଜି କରିଥିଲେ।

ad-week
Leave A Reply

Your email address will not be published.