ବଲାଙ୍ଗୀରରେ ଡବଲ ମର୍ଡର : ଶାଶୁ ବୋହୂଙ୍କୁ ନିର୍ମମ ଭାବେ ହତ୍ୟା

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡା ଗାଁରେ ଡବଲ ମର୍ଡର। ଶାଶୁ ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା। ଘର ଭିତରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ। ମୃତକ ଦୁଇ ଜଣ ହେଲେ ଅମ୍ବିକା ମେହେର ଏବଂ ପ୍ରେମଶିଳା ମେହେର। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ad-week
Leave A Reply

Your email address will not be published.