ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ସନ୍ଦିଗ୍ଧଙ୍କୁ ଜେରା

add-all

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜେରା କରୁଛି ପୋଲିସ। ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧଜଣଙ୍କ କେବଳ ଚୁଲି ଭାଙ୍ଗିବାକୁ ଶ୍ରୀମନ୍ଦିରରେ ପଶିଥିଲେ, ନା ଆଉ କିଛି ଉଦ୍ଦେଶ୍ୟ ଥିଲା, ତାହାକୁ ନେଇ ଜେରା ଚଳାଇଛି ପୋଲିସ। ଅଟକ ସନ୍ଦିଗ୍ଧ ଜଣଙ୍କ ଖୋର୍ଦ୍ଧା ଜିଲା ବେଗୁନିଆ ଅଞ୍ଚଳ ବୋଲି କୁହାଯାଉଛି ।

ସିସିଟିଭି ଫୁଟେଜରୁ ପୋଲିସ ଏହି ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା ।

ad-week
Leave A Reply

Your email address will not be published.