ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା, ୨ ଗିରଫ

add-all

ଭୁବନେଶ୍ବର: ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା । ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ବରଗଡ଼ ପୋଲିସ । ଫେକ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ପୋଲିସ ପଚରାଉଚରା କରୁଛି। କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ଦୋଷ ପ୍ରମାଣ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ।

ad-week
Leave A Reply

Your email address will not be published.