ପୁରୀରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

add-all

ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ କଣାସ ପୋଲିସ ୨ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ସେମାନଙ୍କଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ବଜାର ମୁଲ୍ୟ ୧୦ ଲକ୍ଷ ଟଙ୍କା।

ଏହା ସହ ନଗଦ ୯,୭୮୫ ଟଙ୍କା, ଗୋଟିଏ ମୋଟର ସାଇକେଲ ସହ ଦୁଇଟି ମୋବାଇଲ ଫୋନ ପୋଲିସ ଜବତ କରିଛି ।

ad-week
Leave A Reply

Your email address will not be published.