ବିଡିଓଙ୍କୁ ମାଡ଼ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଓଏଏସ୍‌ ସଂଘ

add-all

ଭୁବନେଶ୍ୱର: ବିଡିଓଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ପାଖରେ ଓଏଏସ୍‌ ସଂଘ ଫେରାଦ ହୋଇଛି। ସଂଘର ସମ୍ପାଦକ ଫେରାଦ ହେବା ସହ ଅଫିସରଙ୍କ ସୁରକ୍ଷା ଦାବି କରିଛନ୍ତି। ଜଣେ ବିଡିଓ ବାହାରୁ ଆସି କାମ କରୁଥିବା ବେଳେ ସେ କାହିଁକି ଏପରି କରିବେ ବୋଲି ପ୍ରଶ୍ନ କରିଛନ୍ତି।

ବିଧାୟକ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି ଏତଲା ଦାୟର କରିଥିବା ସଂଘ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଦେବଗଫଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି ।

ad-week
Leave A Reply

Your email address will not be published.