ସ୍ମାଟ କ୍ଲାସରେ ଚାଲିଲା ପୁଷ୍ପା ଭିଡିଓ

add-all

ଭୁବନେଶ୍ୱର: ଆଧୁନିକ ପଦ୍ଧତିରେ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସ୍କୁଲରେ ସ୍ମାଟ କ୍ଲାସର ବ୍ୟବସ୍ଥା କରିଛନ୍ତି। ସ୍ମାଟ କ୍ଲାସରେ ରହିଛି ଟିଭି ଭଳି ଅତ୍ୟଧୁନିକ ଉପକରଣ। ଯେଉଁଥିରେ ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ମାତ୍ର ସ୍ମାଟ କ୍ଲାସ ଟିଭିରେ ପାଠ ପଢ଼ା ନ ହୋଇ ଚାଲିଛି ପୁଷ୍ପା ଭିଡିଓ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସେରଗଡ଼ ଅଞ୍ଚଳରେ।

ମାତ୍ର ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍କୁଲର ତାହା ସ୍ପଷ୍ଟ ହୋଇନାହିଁ। ଭିଡିଓରେ କ୍ଲାସରେ ଶିକ୍ଷକ ନ ଥିବା ବେଳେ ଅଳ୍ପ ଛାତ୍ର ଟିଭିରେ ପୁଷ୍ପା ଫିଲ୍ମର ଗୀତ ଲଗାାଇ ଖୁସି ମନାଉଛି। ସେମାନଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡିଓ କରି ଭାଇରାଲ କରିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.