କାକଟପୁର ତହସିଲଦାରଙ୍କୁ ଦଣ୍ଡିତ କଲେ ହାଇକୋର୍ଟ

Independence

କଟକ : ଏକ ଜବରଦଖଲ ମାମଲାରେ ମହିଳାଙ୍କ ପକ୍ଷକୁ ସଠିକ ଭାବେ ନଶୁଣି ଦଣ୍ଡିତ କରିବା ଅଭିଯୋଗରେ ପୁରୀ ଜିଲ୍ଲାର କାକଟପୁରର ତହସିଲଦାରଙ୍କୁ ଦଣ୍ଡ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନେଇ ଓଡିଶା ହାଇକୋର୍ଟ କାକଟପୁରର ତହସିଲଦାରଙ୍କୁ କଟକରେ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.