ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

add-all

ମୟୂରଭଞ୍ଜ : ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ବିସ୍ଥାପିତ ବସ୍ତିରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ଘଟଣା ଜଣା ପଡିବା ପରେ ଠାକୁରମୁଣ୍ଡା ଥାନା ପୋଲିସ ସ୍ତ୍ରୀ ହନ୍ତା ସ୍ୱାମୀ ଗିରିଶକୁ ଅଟକ ରଖି ପ୍ରାଥମିକ ତଦନ୍ତ କରୁଛି ପୋଲିସ ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସ୍ତ୍ରୀ ଭୁଲିକୁ ଏକ ଲୁହା ପାଇପରେ ପିଟି ପିଟି ନିର୍ମମ ହତ୍ୟା କରିଥିଲା ଗିରିଶ । ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ad-week
Leave A Reply

Your email address will not be published.