ନବ ନିଯୁକ୍ତ ଡାକ୍ତରଙ୍କୁ ଗୁରୁ ମନ୍ତ୍ର ଦେଲେ 5ଟି ସଚିବ ଭି କେ ପାଣ୍ଡିୟାନ

add-all

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫୮ ଏଲୋପାଥିକ, ୧୧୬ ହୋମିଓପାଥିକ୍ ଓ ୩୬ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ତାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ 5ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ସେମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

ବର୍ତ୍ତମାନ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଉପରେ କେତେ ଗୁରୁତ୍ବ ଦେଉଛନ୍ତି ତା ଉପରେ ସେ ଆଲୋକପାତ କରିଥିଲେ। ପାଣ୍ଡିୟାନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ‘ପ୍ରତିଟି ଜୀବନ ମୂଲ୍ୟବାନ’ କୁ ବିଶ୍ବାସ କରନ୍ତି। ଆପଣମାନେ ମଧ୍ୟ ସେହିପରି ନିଜକୁ ଗରିବଙ୍କ ସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.