କାର ସହ ତିନିଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ଦୁଇ ଗିରଫ

add-all

କଟକଛ କଟକ ସଦର ଥାନା ଗୋପାଳପୁର ଛକରେ ଏକ କାରରେ ଯାଉଥିବା ଷାଠିଏ କେଜି ଚୋରା ଗଞ୍ଜେଇକୁ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ। ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା। ଏହି ଗଞ୍ଜେଇ ଗଞ୍ଜାମର କୋଦଳାରୁ ପଶ୍ଚିମ ବଙ୍ଗ ଚାଲାଣ ହେଉଥିଲା।

ଏହି କାରବାରରେ ସମ୍ପୃକ୍ତ ଶ୍ୟାମ ସୁନ୍ଦର ମହାପାତ୍ର ଓ ଶ୍ରୀକାନ୍ତ କୁମାର ଡାଁଗୁଆଙ୍କୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.