ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି

add-all

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି, ସେକ୍ରେଟାରୀ ଜେନେରାଲ, ବରିଷ୍ଠ ଉପସଭାପତି, ଜୋନ ସଭାପତି, ଉପସଭାପତିଙ୍କ ନାମ ଘୋଷଣା କରିଛନ୍ତି ।

କାର୍ଯ୍ୟକାରୀ ସଭାପତି: ଅବିନାଶ ଠାକୁର କଳାହାଣ୍ଡି, ପ୍ରଶାନ୍ତ ପଣ୍ଡା ନବରଙ୍ଗପୁର, ରାଜେଶ ରାଜ ସ୍ୱାଇଁ ଭୁବନେଶ୍ୱର, ବିଶ୍ୱ ପ୍ରତାପ ସାହୁ ବିଜେପୁର, ମିକୁ ପ୍ରଧାନ ଭୁବନେଶ୍ୱର । ସେକ୍ରେଟାରୀ ଜେନେରାଲ: ଇପସିତା ସାହୁ ଭୁବନେଶ୍ୱର-ମଧ୍ୟ, ଖୋର୍ଦ୍ଧା ।

ବରିଷ୍ଠ ଉପସଭାପତି: ଅଜିତ ବେହେରା ଭୁବନେଶ୍ୱର, ସ୍ୱାଗତିକା ମହାନ୍ତି ଭୁବନେଶ୍ୱର, ଅପୂର୍ବ ଅପରୂପା ଭୁବନେଶ୍ୱର, ପ୍ରଦୋଷ ପରିଡ଼ା କେନ୍ଦ୍ରାପଡ଼ା/ ଭୁବନେଶ୍ୱର, ଚିନ୍ମୟ ଦାସ ଭଦ୍ରକ, ବିଜୟ ବସନ୍ତିଆ ଭୁବନେଶ୍ୱର, ଅଭିନାଶ ପଟେଲ ଝାରସୁଗୁଡ଼ା, ତାପସ କୁମାର ସାହୁ ଭୁବନେଶ୍ୱର ।

ଜୋନ ସଭାପତି: ଭୁବନେଶ୍ୱର ଭଗବାନ ସାହୁ, କଟକ ସ୍ମୃତି ରଞ୍ଜନ ଦାସ, ଗଞ୍ଜାମ ଜ୍ୟୋତି ରଞ୍ଜନ ସାହୁ, ସମ୍ବଲପୁର ମିଲନ ହୋତା, ବଲାଙ୍ଗିର ଚିରାଗ ସିଂହ ଦେଓ, କୋରାପୁଟ ଶଶାଙ୍କ ମିଶ୍ର, ବାଲେଶ୍ୱର ଅବଦୁଲ ହବିବ ।

ଉପସଭାପତି: କମଳା ଜ୍ୟୋତି ଦାସ କଟକ, ଭବାନୀ ଶଙ୍କର ଦାସ କଟକ, ସୁଜିତ ପାଲଟାସିଂହ ଭୁବନେଶ୍ୱର, ଅଭିଶେକ ମହାପାତ୍ର କଳାହାଣ୍ଡି, ଦେବସ୍ମିତା ଦାସ ଜଟଣୀ, ରଶ୍ମୀ ରେଖା ମଲ୍ଲିକ ଭୁବନେଶ୍ୱର, ସଙ୍କେତ ରାୟ ଭୁବନେଶ୍ୱର, ନାରାୟଣ ସିଂହ ପୁରୀ, ଅରୂପ ଶ୍ରୀଚନ୍ଦନ ବାଣୀ ବିହାର । ତାରିଣୀ ସନ୍ଧିବିଘ୍ରା ଯାଜପୁର ।

ad-week
Leave A Reply

Your email address will not be published.