ରାଜ୍ୟରେ ଆଉ ୩୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

add-all

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୩୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୮୦, ସଙ୍ଗରୋଧରୁ ୨୦୮, ସ୍ଥାନୀୟ ୧୪୭।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୭, ବରଗଡ ୧୨, ଭଦ୍ରକ ୨, ବଲାଙ୍ଗୀର ୨୫, ବୌଦ୍ଧ ୨୮, କଟକ ୨୨, ଦେଓଗଡ ୩, ଢେଙ୍କାନାଳ ୧, ଗଜପତି ୬, ଗଞ୍ଜାମ ୧, ଯାଜପୁର ୧୦, ଝାରସୁଗୁଡା ୪, କଳାହାଣ୍ଡି ୧୪, କନ୍ଧମାଳ ୨, କେନ୍ଦ୍ରାପଡା ୧, କେନ୍ଦୁଝର ୪, ଖୋର୍ଦ୍ଧା ୬୨, କୋରାପୁଟ ୨, ମାଲକାନଗିରି ୨, ମୟୁରଭଞ୍ଜ ୮, ନବରଙ୍ଗପୁର ୧୨,ନୟାଗଡ ୪, ନୂଆପଡା ୧୧,ପୁରୀ ୪, ରାୟଗଡା ୪, ସମ୍ବଲପୁର ୬, ସୋନପୁର ୫, ସୁନ୍ଦରଗଡ ୭୮, ଷ୍ଟେଟପୁଲରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୧୨୧କୁ ବୃଦ୍ଧି ପାଇଛି। ୧୩,୧୪,୭୫୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୧୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ad-week
Leave A Reply

Your email address will not be published.