ନକଲି ଔଷଧ ବ୍ୟବସାୟୀ ସାବଧାନ! ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ୍

add-all

ଭୁବନେଶ୍ୱର: ନକଲି ଔଷଧ ବ୍ୟବସାୟୀ ସାବଧାନ। ନକଲି ଔଷଧ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛି ଓଡ଼ିଶା ପୋଲିସ। ଔଷଧ ସଞ୍ଜୀବନୀ ସଦୃଶ। ମଣିଷକୁ ଏହା ମୃତ୍ୟୁ ମୁଖରୁ ରକ୍ଷା କରେ। ରାଜ୍ୟର ପ୍ରମୁଖ ସହରରେ ନକଲି ଔଷଧ କାରବାର ହେଉଛି।

ତେଣୁ ଏହାକୁ ରୋକିବାକୁ କଡା ପଦକ୍ଷେପ ନେଉଛି ଓଡ଼ିଶା ପୋଲିସ। ଗତ ୯ ତାରିଖରେ ନକଲି ଔଷଧ କାରବାର ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ad-week
Leave A Reply

Your email address will not be published.