ଆଣ୍ଡାମାନ ନିକୋବରରେ ଭୂମିକମ୍ପ; ରିକ୍ଟର ସ୍କେଲ୍‌ରେ ତିବ୍ରତା ୬.୧

add-all

ପୋର୍ଟବ୍ଲେୟାର୍‌ ୨୪/୦୯: ଶୁକ୍ରବାର ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୬.୧ ଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂମିକମ୍ପ ହୋଇଥିଲା ବୋଲି ସ୍ପଷ୍ଟ କରିଛି। ରାତି ୨ଟା ୩୦ ସମୟରେ ଭୂମିର ୭୫ କିମି ଭିତରେ ଏହି ଭୂମିକମ୍ପ ହୋଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଟୁଇଟ୍‌ କରି ସୂଚନା ଦେଇଛି। ଏହାଦ୍ୱାରା କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି।  

ad-week
Leave A Reply

Your email address will not be published.