ରାତିଅଧରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ

add-all

ଭୁବନେଶ୍ୱର ୨୪/୦୯: ରାଜଧାନୀରେ ରାତିଅଧରେ ଜଳିଗଲା ଦୋକାନ ଘର। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା ଜିନିଷ ଓ ଆସବାବପତ୍ର। ଏଭଳି ଅଭାବନୀୟ ଘଟଣା ଭୁବନେଶ୍ବର ଆଚାର୍ଯ୍ୟ ବିବାହ ଆନନ୍ଦବଜାର ନିକଟରେ ଥିବା ଏକ ଦୋକାନା ଘରେ ଅଗ୍ନିକାଣ୍ଡ ଘଟଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିଛିନ୍ତି ଅଗ୍ନିଶମ ଟିମ୍। ତେବେ କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କେହି ଦୁର୍ବୃତ୍ତ ଦୋକାନ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଉଛି। ଅଧିକ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ଫାୟାର ଅଫିସ୍‌ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.