ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ମହାସପ୍ତମୀ ପୂଜା

add-all

ପୁରୀ ୦୧।୧୦ : ଶାରଦୀୟ ଦୁର୍ଗା ପୂଜା ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ପବିତ୍ର ମୂଳାଷ୍ଟମୀ ଠାରୁ ସହରର ବିଭିନ୍ନ ଦେବୀ ପୀଠ ଗୁଡିକରେ ଶୋଡଷ ଉପଚାର ପୂଜା ଚାଲିଥିବା ବେଳେ ଆଜି ଦେବୀ ପୀଠ ଗୁଡିକରେ ମହାସପ୍ତମୀ ମହାଡମ୍ବର ରେ ପାଳନ ହେଉଛି।

ସେହିପରି ଶ୍ରୀମନ୍ଦିରରେ ମା ବିମଳାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ମା ବିମଳାଙ୍କ ନୀତି ଅନୁଯାୟୀ ପୁରୀରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ଗୋଷାଣୀଙ୍କର ମଧ୍ଯ ମହା ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ଦୁଇବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ଥିବା ବେଳେ ଚଳିତ ବର୍ଷ ମଣ୍ଡପ ମାନଙ୍କରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି।  

ad-week
Leave A Reply

Your email address will not be published.