ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ବେହେରାଙ୍କ ଅକାଳ ବିୟୋଗ

add-all

ବାଙ୍କୀ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କ ଅକାଳ ବିୟୋଗ। ବାଙ୍କୀ ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ତଥା ଡ଼ମପଡା ବ୍ଲକର ପୂର୍ବତନ୍ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ବେହେରାଙ୍କ ଅକାକ ବିୟୋଗ। ବାଙ୍କୀ ରଣପୁର ସ୍ଥିତ ବାସଭବନରେ ଶ୍ରୀ ବେହେରାଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି।

ସାମ୍ବାଦିକ ଶ୍ରୀ ବେହେରାଙ୍କ ମୃତ୍ୟୁ ଖବରପାଇ ସ୍ଥାନୀୟ ବିଧାୟକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପହଞ୍ଚି ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏକାଧାରରେ ସେ ଜଣେ ସାହିତ୍ୟିକ, ସାମ୍ବାଦିକ ସରଳ ମିଷ୍ଟଭାସୀ ସହିତ ଜଣେ ମେଳାପୀ ବ୍ୟକ୍ତିଥିଲେ।

ad-week
Leave A Reply

Your email address will not be published.