ଆସିଲା ଅର୍ଚ୍ଚନାଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍ 

add-all

ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱରରୁ ଲେଡି ବ୍ଲାକମେଲର ଗିରଫ ଘଟଣା। ସାମ୍ନାକୁ ଆସିଲା କଳାଧନ୍ଦାର ହ୍ବାଟ୍ସ ଆପ୍ ଡିଲ୍। ଲେଡି ବ୍ଲାକମେଲର ଓ ହନିଟ୍ରାପ ସୁନ୍ଦରୀଙ୍କ ଡିଲ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ ଆସିଛି ସାମ୍ନାକୁ। ନ୍ୟୁଜ୍ ସେଭେନ ହାତରେ ଲାଗିଛି ଡିଲ୍ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ।

ଖବର ଅନୁଯାୟୀ, ଚାଟରେ ହାଇପ୍ରୋଫାଇଲ ମହିଳା ଡିଲ ପାଇଁ ନିଜେ ମଧ୍ୟସ୍ଥି ସାଜିଥିଲା ଲେଡି ବ୍ଲାକମେଲର। ହନିଟ୍ରାପ କରୁଥିବା ସୁନ୍ଦରୀ ବ୍ଲାକମେଲରଙ୍କୁ ଟଙ୍କା ମାଗୁଥିବା ଚାଟରେ ରହିଛି। ଏପିରିକି ହନିଟ୍ରାପ କରି ଟଙ୍କା ହଡପ କରିବା ପାଇଁ ଭୟ ଓ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏହି ଚାଟରେ ଲେଖା ଅଛି। ହାଇପ୍ରୋଫାଇଲ ମହିଳା ସୁନ୍ଦରୀଙ୍କୁ ପ୍ରମାଣ କାହାକୁ ନଦେବାକୁ କହିବା ସହ ଟଙ୍କା ଅଫର କରୁଛନ୍ତି। ଅନ୍ୟପଟେ ହନିଟ୍ରାପରେ ସାମିଲ ଯୁବତୀ ଜଣଙ୍କ ନିଜ ପାଇଁ ଅଧିକ ଟଙ୍କା ଡିମଣ୍ଡ କରୁଥିଲା। କେମିତି ହାଇପ୍ରୋଫାଇଲ ଲୋକଙ୍କୁ ଟ୍ରାପ କରି କିଭକି ଉପାୟରେ ଟଙ୍କା ହଡପ କରୁଥିଲେ ଏହି ହ୍ଵାଟ୍ସଆପ ଚାଟରୁ ସ୍ପଷ୍ଟ ହେଉଛି।

ad-week
Leave A Reply

Your email address will not be published.