ବାଇକ୍‌ ପଛପଟୁ ଧକ୍କା ଦେଲା ଡମ୍ପର: ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

add-all

ବଲାଙ୍ଗିର: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ। ବଲାଙ୍ଗିର ଭବାନୀପାଟଣା ରାସ୍ତା ସିନଖମନ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ଏକ ତାରା ଗାଁର।

ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ବାଇକ୍‌ରେ ଯାଉଥିବାବେଳେ ପଛପଟୁ ଏକ ଡମ୍ପର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.