ସିଡିଏ ବଜାର କୋଲକାତା ସପିଙ୍ଗ ମଲ୍‌ ସିଲ୍‌

add-all

କଟକ ୧୩।୧୦ : ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ । ସିଲ୍‌ ହେଲା ସପିଙ୍ଗ ମଲ୍‌ । କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍‌କୁ ସିଲ୍‌ କରିଛନ୍ତି ସିଏମ୍‌ସି କର୍ତ୍ତୃପକ୍ଷ । 

ଖବର ଅନୁଯାୟୀ, ସପିଙ୍ଗ ମଲର ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ ନିୟମର ଉଲଙ୍ଘନ ହୋଇଥିଵା ଏବଂ  ସମ୍ପୃକ୍ତ କୋଠାରେ ସପିଙ୍ଗ ମଲ ଖୋଲିଵା ପାଇଁ ଅନୁମତି ନଥିବା ଦର୍ଶାଇ ସିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିଏମସି ଡେପୁଟି କମିଶନର ଅଜୟ ମହାନ୍ତି ଓ ଏନଫୋର୍ସମେଣ୍ଟ ସ୍କ୍ବାଡ ପହଞ୍ଚି ତଦନ୍ତ କରିବା ପରେ ଏହି ମଲଟିକୁ ଵନ୍ଦ କରିଦେଇଛନ୍ତି।

ad-week
Leave A Reply

Your email address will not be published.