ମାଙ୍କଡ଼ ଆକ୍ରମଣରେ ଡାକ୍ତରାଣୀ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

add-all

ଦେବଗଡ଼ ୧୪/୧୦: ମାଙ୍କଡ଼ ଆକ୍ରମଣରେ ବରିଷ୍ଠ ଡାକ୍ତର ଆହତ। ଆହତ ବ୍ୟକ୍ତିଙ୍କ ପରିଚୟ ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ବିଳାସିନୀ ଦ୍ବିବେଦୀ। ସେ ରାସ୍ତାରେ ଯିବା ବେଳେ ମାଙ୍କଡ଼ମାନେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.