ଭୁବନେଶ୍ୱର: ଦୀପାବଳି ପୂର୍ବରୁ ବାଣ ଦୋକାନରେ ଚଢାଉ । ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ରେଡ୍ କରିଛି କ୍ୟାପିଟଲ ଥାନା ପୋଲିସ । ବିନା ଅନୁମତିରେ ବେଆଇନ ବାଣ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢଉ ହୋଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ୍ ।
Recover your password.
A password will be e-mailed to you.