
ନୂଆଦିଲ୍ଲୀ I ଭୁବନେଶ୍ୱର ୨୬/୧୦: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଟିମ୍ ଆୟୋଗଙ୍କୁ ସାକ୍ଷାତ କରିଛି। ଧାମନଗର ଉପନିର୍ବାଚନରେ ଅନିୟମିତତା ହେଉଥିବା ବିଜେପି ଟିମ୍ ଇଲେକ୍ସନ କମିଶନରଙ୍କ ପାଖ ଅଭିଯୋଗ କରିଛି।