ବିଡିଓଙ୍କୁ ଅତର୍କିତ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ୱାମୀ; ଥାନାରେ ଅଭିଯୋଗ

add-all

ଉମରକୋଟ ୨୪/୧୧: ଝରିଗାଁ ବ୍ଲକ ବିଡିଓ ଙ୍କୁ ମାଡ଼ ଅଭିଯୋଗ। ବିଡିଓ ସତ୍ୟନାରାୟଣ ମେହେର ନିଜ ଚାମ୍ବରରେ ଥିବା ବେଳେ ପାଲିଆ ସରପଞ୍ଚଙ୍କ ସ୍ୱାମୀ ପବିତ୍ର ସାନ୍ତା ଏବଂ ତାଙ୍କ ସହଯୋଗୀ ରମେଶ ହରିଜନ ତାଙ୍କ ଚାମ୍ବରରେ ପଶି ବିଡିଓଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବେ ବୋଲି ମଧ୍ୟ  ଧମକ ଦେଇଛନ୍ତି।  ଏନେଇ ବିଡିଓ ସତ୍ୟ ନାରାୟଣ ଝରିଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। 

ad-week
Leave A Reply

Your email address will not be published.