ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା, ଡିସେମ୍ବର ୯ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

add-all

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା। ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା। ପ୍ରାୟ ୧୨ ହଜାର ୨୫୦ ଜଣ ଶିକ୍ଷକ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ୫୬ଟି କେନ୍ଦ୍ରରେ ଖାତା ଦେଖାଯିବ।

୧୦ ଦିନ ଧରି ଚାଲିବ ପରୀକ୍ଷା ଖାତା ମୂଲ୍ୟାୟନ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଖାତା ଦେଖା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.