ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା

add-all

ଫୁଲବାଣୀ : ଏକ ନାବାଳିକା ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପକସୋ କୋର୍ଟ ଅଭିଯୁକ୍ତ ଗଣେଶ ବେହେରା ଦଳେଇକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକବର୍ଷ ଛଅ ମାସ ଜେଲ ଦଣ୍ଡ। ରାୟ ଶୁଣାଇଲେ ବିଚାରପତି ସଂଜିତ କୁମାର ବେହେରା। ନାବାଳିକା ପୀଡିତ ଶିଶୁକୁ ୬ ଲକ୍ଷ କ୍ଷତି ପୂରଣ ଦେବାକୁ କୋର୍ଟର ନିର୍ଦ୍ଦେଶ।

ad-week
Leave A Reply

Your email address will not be published.