ବାର୍‌ହା ଫାଶରେ ଫଶି ଗଲା ଦନ୍ତା ଜୀବନ…

add-all

ସମ୍ବଲପୁର:  ସମ୍ବଲପୁରରେ ପୁଣି ଆଖି ବୁଜିଲା ଦନ୍ତା। ଯୁଯୁମରା ରେଂଜ ଖଇରମୀଲ ଅନ୍ତର୍ଗତ ରଘୁଡେରା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବାର୍‌ହା ଫାଶରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବିଦ୍ୟୁତ ଆଘାତ ନା ଦାନ୍ତ ଶୀକାର ପାଇଁ ହତ୍ୟା । ବନ ବିଭାଗର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.