ଚନ୍ଦନପୁର ପୁରୁଷୋତ୍ତମପୁରରେ ବୁଲୁଛି ହାତୀ…

add-all

ପୁରୀ: ପୁରୀରେ ହାତୀ। ସଦର ବ୍ଲକ ଚନ୍ଦନପୁର ପ୍ରତାପ ପୁରୁଷୋତ୍ତମପୁରରେ ବୁଲୁଛି ହାତୀ। ଗାଁରେ ହାତୀ ପଶିବା ଦେଖି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ହାତୀଟି କାହାର କିଛି କ୍ଷତି କରିନାହିଁ। ଗୋଟିଏ ହାତୀ କି ହାତୀ ପଲ ରହିଛନ୍ତି ସେନେଇ ସ୍ପଷ୍ଟ ଜଣାପଡିନାହିଁ।

ad-week
Leave A Reply

Your email address will not be published.