ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି: ଘରେ ପଶି ମାରପିଟ୍‌ କଲେ ଦୁର୍ବୃତ୍ତ

add-all

ବଲାଙ୍ଗିର : ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି । ବଲାଙ୍ଗିର ସଦର ଥାନା ସଦାଇପାଲି ଗାଁରେ ଜମିବାଡି ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଲମ୍ବୋଦର ସାଏଙ୍କ ଘରେ ପଶି ଜମି ମାଫିଆ ମାରପିଟ୍‌ କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି ।

କାହା ଦେହରେ ଗୁଳି ବାଜିନାହିଁ। ଘଟଣାସ୍ଥଳରେ ପହଞ୍ଚିଛି ସଦର ଥାନା ପୋଲିସ। ଗଣ୍ଡଗୋଳ ରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି ।ଵଲାଙ୍ଗିର ବିଭୂତି ପଡାର ଦିଲ୍ଲୀପ ପଟ୍ଟନାୟକ ଆଜି ଜମି ଚିହ୍ନଟ ପାଇଁ ସଦାଇପାଲି ଯାଇଥିଲେ।

ad-week
Leave A Reply

Your email address will not be published.