ସ୍କୁଲ ପରିସରରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

add-all

ପାରଳାଖେମୁଣ୍ଡି : ଗଜପତି ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ନବୋଦୟ ସ୍କୁଲରେ ଘଟିଛି ଅଘଟଣ। ନବମ ଶ୍ରେଣୀର ଛାତ୍ରୀଙ୍କ ଘଟିଛି ସଂନ୍ଦେହଜନକ ମୁତ୍ଯୁ। ଅଲଡା ଗ୍ରାମର ସୁଧାମଣି ରଇତ ହଷ୍ଟେଲ ରହି ପାଠ ପଡୁଥିଲେ।

ସକାଳୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ ଝୁଲନ୍ତା ଅବସ୍ଥାରେ ସୁଧାମଣି ଙ୍କୁ। ସୁଧାମଣି ପରୀକ୍ଷା ପାଇଁ ଚାପଗ୍ରସ୍ତ ଥିଲା ଏଵଂ ଆତ୍ମହତ୍ଯା କରିଥିବା ସୁଚନା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେପଟେ ପାରଳାଖେମୁଣ୍ଡି ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.