ନାଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଜଳେଶ୍ବର: ଅଲୋଡା ହେଲା ଶିଶୁ କନ୍ଯା। ରାଇବଣିଆ କାଜୁ ଜଙ୍ଗଲ ରାସ୍ତା ପାର୍ଶ୍ବ ନାଳରୁ ନବଜାତ ଶିଶୁକନ୍ଯାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।

ଶିଶୁ କନ୍ୟାଟି କାନ୍ଦୁଥିବାର ଦେଖି ଲୋକେ ଉଦ୍ଧାର କରି ହାତିଗଡ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ad-week
Leave A Reply

Your email address will not be published.