ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଭୋଟ…

add-all

ଭୁବନେଶ୍ୱର: ଏପ୍ରିଲ ୩ରେ ହିନ୍ଦୋଳ,ଅତାବିରା ଭୋଟ । ମାର୍ଚ୍ଚ ୧୭ରେ ଯାଞ୍ଚ ଓ ୨୦ରେ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର । ଏପ୍ରିଲ ୩ ତାରିଖରେ ମତଦାନ ଦେଇ ୫ରେ ଗଣତି ।ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ଆୟୋଗ ନିର୍ବାଚନ । ଆଜିଠାରୁ ଆଚରଣବିଧି ଲାଗୁ,ମାର୍ଚ୍ଚ ୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୯ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ ।

ସୂଚନା ଅନୁସାରେ, ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆସନ୍ତା ମାର୍ଚ୍ଚ ୩ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ୧୫ ତାରିଖ ପର‌୍ୟ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ମାର୍ଚ୍ଚ ୧୭ ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ତେବେ ପ୍ରାର୍ଥୀ ମାର୍ଚ୍ଚ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ। ଏପ୍ରିଲ ୩ ତାରିଖରେ ଭୋଟ ଗହଣ ହେବ। ଏପ୍ରିଲ ୫ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।

ad-week
Leave A Reply

Your email address will not be published.