ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା : ଯୁଗ୍ମ ଟିମର ତଦନ୍ତ ଜାରି…

add-all

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ଯୁଗ୍ମ ଟିମର ତଦନ୍ତ ଜାରି। କମ୍ପ୍ଲେକ୍ସ ମଧ୍ୟରେ ଥିବା 43 ଟି ଦୋକାନ ସମ୍ପୂର୍ଣ୍ଣ ଜାଳିପୋଡି ପାଉଁଶ ହୋଇଯାଇଛି ।ପ୍ରଥମ ମହଲାରେ ଥିବା ବ୍ୟାଙ୍କର ଲକର ସୁରକ୍ଷିତ ଅଛି।

ଏନେଇ ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯିବ। କମ୍ପ୍ଲେକ୍ସ ମାଲିକ ଫେରାର ଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। ପୁରୀରେ ଅଧିକାଂଶ ଅସୁରକ୍ଷିତ କୋଠା, ହୋଟେଲ, ଲାଜ ଏବଂ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିବା ଜଣାପଡିଛି। ଏନେଇ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ତହସିଲଦାର କ୍ଷୀରୋଦ ବେହେରା ।

ad-week
Leave A Reply

Your email address will not be published.