ରାତି ଅଧରେ ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌

add-all

ଭୁବନେଶ୍ୱର : ରାତି ଅଧରେ ଡ୍ୟାନ୍‌ସ ବାର୍‌ରେ ଚଢାଉ। ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌ କରିଛି କମିସନରେଟ ପୋଲିସ। ଅବକାରୀ ନିୟମ ଉଲଙ୍ଘନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ନେଇ ଚଢ଼ାଉ ହୋଇଛି।

୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିଶନରେଟ୍‌ ପୋଲିସ। ଯାଞ୍ଚରେ ସାମିଲ ଥିଲେ ୬୦ଜଣ ପୋଲିସ କର୍ମଚାରୀ, POPD ଓ 2ପ୍ଲାଟୁନ ପୋଲିସ ଫୋର୍ସ। ସେଫ ସିଟି ଡ୍ରାଇଭ ଅଧୀନରେ ରେଡ୍‌ କରିଥିଲା ପୋଲିସ।

ad-week
Leave A Reply

Your email address will not be published.