ନକ୍ସଲ-ପୋଲିସ ଗୁଳିବିନିମୟ, ଦୁଇ ମହିଳା ମାଓବାଦୀ ମୃତ

add-all

ମାଲକାନଗିରି: ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଗୁଳି ସାମ୍ନା କରିନପାରି ଛତ୍ର ଭଙ୍ଗ ଦେଉଥିଲେ ମାଓବାଦୀ।

ଘଟଣା ପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ଦୁଇ ହାର୍ଡ କୋର ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ମୃତ ଦୁଇ ମହିଳା ମାଓବାଦୀ ନାଁ ରେ ଜଣକ ପିଛା ୧୪ ଲକ୍ଷ୍ୟ ଟଙ୍କା ଲେଖାଏଁ ମୋଟ ୨୮ ଲକ୍ଷ୍ୟ ଟଙ୍କା ଥିଲା।

ad-week
Leave A Reply

Your email address will not be published.