କଟକ: କାର ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ। ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଏକ ଦାମୀ କାର ଜବତ। ଉତ୍ତରପ୍ରଦେଶର ଅମଜାଦ ଖାନ ଓ ତଭରେଜ ଗିରଫ। ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ। ମଙ୍ଗୁଳି ନିକଟରେ ଧରିଲା ଅବକାରୀ ସ୍ୱାଡ଼।
Recover your password.
A password will be e-mailed to you.