କରଞ୍ଜିଆ ବନଖଣ୍ଡକୁ ଦୀର୍ଘ ଦିନ ପରେ ଗଲେ ୧୭ ଟିକିଆ ହାତୀପଲ

add-all

କରଞ୍ଜିଆ: ବାହୁଡ଼ିଲେ ୧୭ ଟିକିଆ ହାତୀପଲ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଦୀର୍ଘ ଦିନ ପରେ ବାହୁଡ଼ିଲେ ୧୭ ଟିକିଆ ହାତୀପଲ । ଆଜି ସକାଳୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ କେଶରୀ କୁଣ୍ଡ ନିକଟରେ ଥିବା ଜଙ୍ଗଲରେ ନିକଟରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ହାତୀପଲ ଯୋଗୁ ୩୦ରୁ ଉର୍ଦ୍ଧ୍ଵ ଗାଁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛିନ୍ତି। ହାତୀପଲ ଓ ମଣିଷକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ଅଛନ୍ତି।

ad-week
Leave A Reply

Your email address will not be published.