ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଡାକ୍ତରଙ୍କ କ୍ଲିନିକ୍‌ ସିଲ୍‌

add-all

କଟକ: ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଜଣେ ଡାକ୍ତରଙ୍କ କ୍ଲିନିକ୍‌ରେ ଚଢଉ ହୋଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉପସ୍ଥିତ ଥିଲେ। ତେବେ ବହୁ ପୂର୍ବରୁ ଏହି କ୍ଲିନିକ୍‌ରେ ବେଆଇନ ଲିଙ୍ଗ ନିରୂପଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା।

ଆଜି ଚଢଉ ଏଠାରେ ଏଭଳି କାର୍ଯ୍ୟ ହେଉଥିବା ନେଇ ପ୍ରମାଣ ମିଳିବା ପରେ ଏହାକୁ ସିଲ୍ କରାଯାଇଛି। ଏହି କ୍ଲିନିକ୍‌ଟି ଜଣେ ଡାକ୍ତରଙ୍କ ନିର୍ଦ୍ଦେଶରେ ଚାଲୁଥିବା ନେଇ ସୂଚନା ରହିଛି।

ad-week
Leave A Reply

Your email address will not be published.