ଭୁବନେଶ୍ବରରୁ ୨୭୩ କେଜି ଗଞ୍ଜେଇ ଜବତ

add-all

ଭୁବନେଶ୍ୱର : ଭୁବନେଶ୍ବରରୁ 273କେଜି ଗଞ୍ଜେଇ ଜବତ କରିଛି NCB। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଟାଟା ଟ୍ରକ୍ ରେ ଡ୍ରାଇଭର ସିଟ ପଛରେ ଥିବ କ୍ୟାବିନ୍ ରେ ପ୍ୟାକେଟ ରେ ରଖା ଯାଇଥିଲା ଗଞ୍ଜେଇ। ପୁଷ୍ପା ଫିଲ୍ମ ଷ୍ଟାଇଲ ରେ ଗଞ୍ଜେଇ ଚୋରା ଚାଲାଣ ହେଇଥିଲା।

NCB ଟିମ୍ ଖବର ପାଇ କରିଥିଲା ଚଢାଉ। ଗିରଫ ଦୁଇ ଜଣ ଝାଡ଼ଖଣ୍ଡ ଧାନବାଦ ଅଞ୍ଚଳର ଆନ୍ତ ରାଜ୍ୟ ଗଞ୍ଜେଇ ମାଫିଆ। ଦୀର୍ଘ ଦିନରୁ NCB ସ୍କାନ ର ରେ ରହିଥିଲେ। NCB ଭୁବନେଶ୍ୱର 2020ରୁ 8983କେଜି ଗଞ୍ଜେଇ, 28.2କେଜି ଅଫିମ ଜବତ କରିଥିଲା ବେଲେ 53 ଜଣଙ୍କୁ ଗିରଫ କରିଛନ୍ତି।

ad-week
Leave A Reply

Your email address will not be published.