ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କ ଜମି ଜବତ କଲା ନେଦରଲାଣ୍ଡ

add-all

ଆମଷ୍ଟରଡାମ : ନେଦରଲାଣ୍ଡ କର୍ତ୍ତୃପକ୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କର ଏକ ଜମି ଜବତ କରିଥିବା ଜଣାପଡ଼ିଛି। ପୁଟିନଙ୍କ ପୂର୍ବତନ ଜ୍ବାଇଁ ଜୋରିଟ ଫାସେନ ହେଉଛନ୍ତି ଜଣେ ଡଚ୍ ବ୍ୟବସାୟୀ, ଯେକି ପୂର୍ବରୁ ପୁଟିନଙ୍କ ଝିଅ ମାରିଆ ବୋରୋଣ୍ଟସୋଭାଙ୍କୁ ବିବାହ କରିଥିଲେ।

ସ୍ବାଧୀନ ରୁଷୀୟ ନ୍ୟୁଜ୍ ସାଇଟ୍ ପ୍ରୋଏକ୍ଟ ମିଡିଆ ଓ ଏକ ଅନୁସନ୍ଧାନମୂଳକ ସାମ୍ବାଦିକତା ପ୍ଲାଟଫର୍ମ ଫଲୋ ଦ ମନି ପକ୍ଷରୁ ମିଳିତ ତଦନ୍ତ ପରେ ଉକ୍ତ ଜମି ଜବତ କରାଯାଇଥିଲା। ଜମିଟି ଆମଷ୍ଟରଡାମଠାରୁ ୪ ମାଇଲ ଦୂର ଦ୍ବିବେନ୍ଦ୍ରେଷ୍ଟ ନାମକ ଗାଁରେ ଅବସ୍ଥିତ। ଜୋରିଟ ଫାସେନଙ୍କ ବିରୋଧରେ ବି ବିଭିନ୍ନ ଜାଲିଆତି ଅଭିଯୋଗର ତଦନ୍ତ କରାଯାଉଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.