ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଓଡିଶା ଦିବସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱର୍ଣିମ ସ୍ୱାକ୍ଷର ବହନ କରେ। ଏଥି ସହିତ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗ ଏହି ଦିବସ ସହ ଗଭୀର ଭାବେ ଜଡ଼ିତ। ଚଳିତ ବର୍ଷ ଏହି ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ପାଳନ କରିବା ନିମନ୍ତେ ଜିଲ୍ଲା

କନିକା ରେଞ୍ଜରେ ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ -୨୦୨୪ ପାଳିତ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତକନିକା ଜାତୀୟ ଉଦ୍ୟାନ ପରିସରେ ଆଜି ବିଶ୍ବ ଵନ ଦିବସ 2024 ଅନୁଷ୍ଠିତ ହୋଇଯାଇଛି।ରାଜନଗର ବନଖଣ୍ଡ ତରଫରୁ ଖୋଳା ଠାରୁ କନିକା ରେଞ୍ଜ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨୦୦ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏକ ବିଶାଳ ସାଇକେଲ ରାଲି କୁ ରାଜନଗର

ମଡେଲ ଆଦର୍ଶ ଆଚରଣ ସଂହିତା ସମୟରେ ପୋଲିସର ଭୂମିକାକୁ ନେଇ ପୋଲିସ କର୍ମଚାରୀଙ୍କ ତାଲିମ ଶିବିର

ବ୍ରହ୍ମପୁର : ମଡେଲ ଆଦର୍ଶ ଆଚରଣ ସଂହିତା ସମୟରେ ପୋଲିସର ଭୂମିକାକୁ ନେଇ ପୋଲିସ କର୍ମଚାରୀଙ୍କ ତାଲିମ ଶିବିର ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଥାନା ଅଧିକାରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ

ସେନସଭଲର ୨୪ତମ ବାର୍ଷିକ ଉତ୍ସବ ପାଳିତ

ଫୁଲବାଣୀ : ଜନ ସାଧାରଣ ଓ ସରକାରଙ୍କ ମଧ୍ୟରେ ସ୍ବେଛାସେବୀ ଅନୁଷ୍ଠାନ ସେତୁ ଭଳି କାର୍ଯ୍ୟକରେଯାହା।ଫଳରେ ସରକାର ଓ ଜନସାଧାରଣ ମଧ୍ୟରେ ଥିବା ଦୂରତ୍ୱ ହ୍ରାସ ପାଏ।ସରକାରୀ କଳ ଯେଉଁ କାମ କରିବାକୁ ବର୍ଷ ବର୍ଷ ଲାଗିଯାଏ , ସ୍ବେଛାସେବୀ ଅନୁଷ୍ଠାନ ଗୁଣାତ୍ମକ କାମ କରି କେତୋଟି ମାସରେ ତାକୁ ଶେଷ

କାର୍ଯ୍ୟରତ ହୋମଗାର୍ଡଙ୍କ ଆକସ୍ମିକ ମୃତ୍ୟୁ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନାରେ କାର୍ଯ୍ୟରତ ଜନୈକ ହୋମ ଗାର୍ଡଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ! ସୂଚନା ମୁତାବକ ମୃତକ ହୋମ ଗାର୍ଡ ଜଣକ ହେଲେ ବାବୁଲୁ ବେହେରା ୪୫ ବର୍ଷ ! ସେ ବୀରମିତ୍ରପୁର ମେଡିକାଲ କଲୋନୀର ବାସିନ୍ଦା ଥିଲେ ! ବୀରମିତ୍ରପୁର ଥାନାରେ

ଯୋଗ ହିଁ ମଣିଷର ମାନସିକତାକୁ ସନ୍ତୁଳିତ ରଖି ଏକ ସୁସ୍ଥ ଜୀବନ ଗଠନ କରିବାର ମୂଳମନ୍ତ୍ର

ମହାନ୍ ସଂଘ ପକ୍ଷରୁ ଯୋଗ ସଚେତନତା ନେଇ ବିଶାଳ କାର୍ଯ୍ୟ କ୍ରମ ୨୨ ମାର୍ଚ୍ଚ ରେ "ଯୋଗ ଉତ୍ସବ ୨୪"ବ୍ରହ୍ମପୁର ୨୦/୩ : ମୋରାଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ ,ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ବିଶ୍ବ ଯୋଗ ଦିବସ କୁ ଆଖି ଆଗରେ ରଖି "ଯୋଗ ଉତ୍ସବ ୨୪" ପାଳନ ପରିପ୍ରେକ୍ଷୀରେ ଶହେ

୨୦ ଲକ୍ଷ ହଡ଼ପ କରି ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ ବିଇଓ : ରସାନନ୍ଦ

ଫୁଲବାଣୀ : ଭିଜଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ବିଇଓ ରସାନନ୍ଦ କର ହଡ଼ପ କରି ଏବେ ଭିଜଲାନ୍ସ ଦ୍ୱାରା ବନ୍ଧା ହୋଇଛନ୍ତି।ତେବେ ସୂଚନା ମୁତାବକ ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ର ୨୦ ଲକ୍ଷ୍ୟ

ନକଲି ଗୁଇନ୍ଦା ଓ ପୋଲିସ ଅଧିକାରୀ ପରିଚୟ ଦେଇ ଚାକିରୀ ଓ ଲୋନ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଅଭିଯୁକ୍ତ ନବୀନ କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ବାଲିମେଳା : ନିଜକୁ ଗୁଇନ୍ଦା ବିଭାଗ ଓ ପୋଲିସ ଅଧିକାରୀ ଥିବା ପରିଚୟ ଦେଇ ଲୋକଙ୍କୁ ଚାକିରୀ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରେ ଗିରଫ ହେଲେ ନବୀନ। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଧିନସ୍ଥ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ତେବେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହା ବିରୋଧରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ଦାମୋଦର ରାଉତ ଗୁରୁତର, ହୃଦଘାତ ପରେ ଗୁରୁତର ହୋଇଥିବାର ସୂଚନା ଦେଲେ ପୁଅ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି | ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି | ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବାର ସମ୍ବିତ ସୂଚନା ଦେଇଛନ୍ତି | ହୃଦଘାତ ପରେ ଦାମୋଦର ଗୁରୁତର ହୋଇପଡିଛନ୍ତି