ରାୟଗଡ଼ା ଜାତୀୟ ତମାଖୁ ବିରୋଧୀ ଦିବସ ଓ ସ୍ତନ କର୍କଟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା, ୧୪/୧୦ ( ଯୋଗେଶ୍ୱର ଦାସ )ରାୟଗଡ଼ା ସହରସ୍ଥିତ ଢେପସାହିର (ରାୟଗଡ଼ ମ୍ଯୁନିସିପାଲିଟି ଫୁଡ଼୍ ନିକଟସ୍ଥ)କମୁନିଟ ଗୃହରେ ରାୟଗଡ଼ା ଓ୍ବାକର କ୍ଲଵର ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ବରେ ଜାତୀୟ ତମାଖୁ ବିରୋଧୀ ଦିବସ ଓ ସ୍ତନ କର୍କଟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ମନ୍ଦିର ପୂଜାରୀଙ୍କୁ ଗୁଳିକରି ହତ୍ୟା

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଶିବ ମନ୍ଦିର ଭିତରେ ଜଣେ ବୃଦ୍ଧ ପୂଜକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ପୂଜକଙ୍କ ନାମ ସ୍ୱାମୀ ଦେବାନନ୍ଦ ଭାରତୀ ହୋଇଥିବା ବେଳେ ତାଙ୍କ ବୟସ ୮୧ ବର୍ଷ ବୋଲି ଜଣାପଡ଼ିଛି । ନବରାତ୍ରୀ ଚାଲିଥିବା ବେଳେ ପୂଜକଙ୍କୁ ଏଭଳି…

ଇମ୍ପେରିଆଲ ହାଇଟ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ, ୨ ମହିଳା ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଲାସୋପାରା-ଭାସାଇ ଲିଙ୍କ ରୋଡରେ ଥିବା ଇମ୍ପେରିଆଲ ହାଇଟ୍ସ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୨ ଜଣ ମହିଳାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଉଛନ୍ତି ଫାଲଗୁନି ଶାହ ଏବଂ ଅଶ୍ୱିନୀ ପାରକର…

ଜନ୍ତରମନ୍ତରରେ ବିକ୍ଷୋଭକୁ ନେଇ ବଢ଼ିଲା ବିବାଦ, ଅନୁପ୍ରବେଶ ମାମଲାରେ ନ୍ୟାୟିକ ହେପାଜତକୁ ଗଲେ ଦୁଇ CJP କର୍ମୀ

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନକୁ ନେଇ ବିବାଦ ବଢ଼ୁଛି । ଅନୁପ୍ରବେଶ ମାମଲାରେ CJPର ୨ ଜଣ କର୍ମୀ ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ତେବେ ଅଜିଙ୍କ୍ୟ ସିନ୍ଦେଙ୍କୁ ଜାମିନ ମିଳିଛି । ସୂଚନାନୁଯାୟୀ,…

ଲଦାଖକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ମତଭେଦ, ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ କହିଲେ ମୋଦୀ

ନୂଆଦିଲ୍ଲୀ: ଲଦାଖକୁ ନେଇ ଚୀନର ଆପତ୍ତିର କଡ଼ା ଜବାବ ଦେଲା ଭାରତ । ଚୀନ୍ ସ୍ୱୀକାର କରୁ କି ନକରୁ, ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରୋକଠୋକ କହିଛି । ଲଦାଖକୁ ନେଇ ପୁଣି ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ମତଭେଦ ସାମ୍ନାକୁ ଆସିଛି । ଲଦାଖର ୨୮ ଭୌଗୋଳିକ ସ୍ଥାନ ଓ ପ୍ରାକୃତିକ…

ବିହାରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୩ ଶିଶୁ ମୃତ

ବିହାର: ବିହାର ହାଜିପୁର ନିକଟରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟାରେ ଗଙ୍ଗା ନଦୀରେ ଛୋଟ ଡଙ୍ଗା ବୁଡ଼ି ୧୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ବିହାରର ବୈଶାଳୀ ଜିଲ୍ଲା ରାଘୋପୁର ଥାନା ଅଞ୍ଚଳରେ ଘଟିଛି…

ସିରିଜ୍ ଦୁର୍ଘଟଣା: କାର୍ ଓ ୫ ବାଇକ୍ କୁ ପିଟିଲା ଟ୍ରକ୍, ୨ ମୃତ, ୮ରୁ ଅଧିକ ଗୁରୁତର

ଛତ୍ରପୁର: ଛାତିଥରା ସିରିଜ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ୨ ଜଣଙ୍କ ମୃତ୍ୟୁ, ୮ ରୁ ଅଧିକ ଗୁରିତର । ଏକ କାର୍ ୟୁ-ଟର୍ଣ୍ଣ କଲାବେଳେ ପଛରୁ ପିଟିଲା ଟ୍ରକ୍ । କାରକୁ ଧକ୍କା ଦେଇ ୫ଟି ମୋଟରସାଇକେଲକୁ ମଧ୍ୟ ପିଟିଛି ଟ୍ରକ୍ । ଟ୍ରକ୍ ଚକା…

ହଷ୍ଟେଲରୁ ନିଖୋଜ ଯାଜପୁର ଏନସି କଲେଜର ଛାତ୍ର ନେତା, ଥାନାରେ ଅଭିଯୋଗ

ଯାଜପୁର ଟାଉନ: ଯାଜପୁର ଏନସି କଲେଜର ଜଣେ ପ୍ରାର୍ଥୀ ନିଖୋଜ ଅଭିଯୋଗ । ବୟଜ କମନ ରୁମ ଆସିଷ୍ଟାଣ୍ଟ ସେକ୍ରେଟାରୀ ପ୍ରାର୍ଥୀ ବିଶ୍ୱଜିତ୍ ସାହୁ ଗତ କାଲିଠାରୁ ହଷ୍ଟେଲରୁ ନିଖୋଜ ଅଛନ୍ତି । ଆଜି ହ୍ବାଏ ଆଣ୍ଡ ଷ୍ଟାଣ୍ଡ ଫର ମିଟିଂରେ ସେ ଅନୁପସ୍ଥିତ ଥିଲେ । ଏନେଇ ଛାତ୍ରଛାତ୍ରୀମାନେ କଲେଜ…

କାର୍ଯ୍ୟରେ ଅବହେଳା: ବାଲେଶ୍ୱର ଜେଲର ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା କାରାଗାରର ଜେଲର ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବନ କରିଛନ୍ତି ଜେଲ ଡିଜି । ଜେଲ ଡିଆଇଜି ଅନସୂୟା ଜେନା ବାଲେଶ୍ଵର ଜିଲ୍ଲା କାରାଗାର ଗସ୍ତରେ ଆସିଥିବା ବେଳେ ଜେଲରଙ୍କ ନିଲମ୍ବନ ସମ୍ପର୍କରେ କୌଣସି…

ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ, ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସୋର: ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ତେଜିଲା ଅସନ୍ତୋଷ। ଜଣେ ନିୟମିତ ପ୍ରଧାନ ଶିକ୍ଷକଙ୍କ ସମେତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ କଣ୍ଟାବାଙ୍କୀ ମାର୍କଣ୍ଡ ଚନ୍ଦ୍ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ…