Sign in
Sign in
Recover your password.
A password will be e-mailed to you.
ଚମ୍ପୁଆ ରେଞ୍ଜରେ ୪୩ ଟିକିଆ ହାତୀପଲ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ
ଯୋଡ଼ା: ଚମ୍ପୁଆ ରେଞ୍ଜରେ ୪୩ ଟିକିଆ ହାତୀପଲ । ଚାରି ଭାଗରେ ବିଭକ୍ତ ହୋଇ ମଚାଇଛନ୍ତି ଉତ୍ପାତ । ଚମ୍ପୁଆ ରେଞ୍ଜରେ କିଛିଦିନ ହେବ ୨୫ ଟିକିଆ ହାତୀପଲ ଡେରା ପକାଇବା ସହିତ ଫସଲ ନଷ୍ଟ କରି ଚାଲିଛନ୍ତି । ପୂର୍ବରୁ ୨୫ ଟିକିଆ ହାତୀପଲ ଥିବା ବେଳେ ଆଜି ସକାଳୁ ଚାରିଭାଗରେ ୪୩ ଟିକିଆ!-->…
ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ଶୃଙ୍ଖଳାର ସହ ଭୋଟ୍…
ଭୁବନେଶ୍ବର: କାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କୌଣସି ହିଂସା ନକରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ!-->…
ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା, ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପୂବର୍ରୁ ଅଶାନ୍ତ ବାଣୀବିହାର । ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ହ୍ବାଏ ଆଇ ଷ୍ଟାଣ୍ଡ ମିଟିଂ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି ।
ସୂଚନା ଥାଉକି,!-->!-->!-->…
କଲେଜରେ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଅଧ୍ୟାପିକା
ଛତ୍ରପୁର: ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ । ଅଧ୍ୟାପିକା ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଚାଣକ୍ୟ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟରୁ ଅଭିଯୋଗ । ଇଂରାଜୀ ଅଧ୍ୟାପିକା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀଙ୍କୁ!-->…
ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର, ଦକ୍ଷତା ବିକାଶ ଯୋଜନା ପାଇଁ ୪୫୦ କୋଟି ମଞ୍ଜୁର
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ । କ୍ୟାବିନେଟ୍ ବୈଠକରେ ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ମତ୍ସ୍ୟଜୀବୀଙ୍କ ଜୀବିକା, ମହାନଦୀ କୂଳର ସୌନ୍ଦର୍ଯ୍ୟକରଣ ଏବଂ ସରକାରୀ ଡିଜିଟାଲ୍!-->…
ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ମାଡ଼ିଗଲା ସ୍କୋର୍ପିଓ: ୨ମୃତ, ୪ରୁ ଅଧିକ ଗୁରୁତର
ଭୁବନେଶ୍ୱର : ମୃତ୍ୟୁର ତାଣ୍ଡବ ରଚିଲା ସ୍କର୍ପିଓ । ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କର୍ପିଓ ଆତଙ୍କ । ଭରତପୁର ଥାନା ସାମପୁର ଅଞ୍ଚଳରେ ଘଟିଛି ସିରିଜ ଦୁର୍ଘଟଣା । ୧୦ରୁ ଊର୍ଦ୍ଧ୍ବ ଗାଡ଼ିକୁ ଧକ୍କାଦେଇଛି କଳା ସ୍କୋର୍ପିଓ । ଘଟଣାସ୍ଥଳରେ!-->…
କଳିଙ୍ଗନଗରରେ ୪୬ଟି ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଲୋକାର୍ପଣ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି।କାର୍ଯ୍ୟକ୍ରମ ମୋଟ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।!-->…
ଦାୟିତ୍ୱଗ୍ରହଣ କଲେ ରାଜ୍ୟପାଳ ବ୍ରଜ ମୋହନ ରାମ, ବିଜେପି ସପକ୍ଷରେ ଭୋଟ୍ ଜୁଟାଇବା ବୟାନକୁ ନେଇ ବିବାଦ
ଭୁବନେଶ୍ବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜ ମୋହନ ରାମ। ହେଲେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କର ଏକ ବୟାନକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଓଡ଼ିଶାରେ ବିଜେପିର ଏସ୍ସି ମୋର୍ଚ୍ଚାକୁ ମଜଭୁତ କରିବା ସହ ଦଳ ସପକ୍ଷରେ ଭୋଟ୍ କିପରି ଆସିବ,!-->…
ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅପାରଗତାରେ ଓଡିଶା ସରକାର ସାରା ଦେଶରେ ନମ୍ବର ୧ ବୋଲି କଟାକ୍ଷ କଲେ ନବୀନ
ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା, ହେଲେ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ବୋଲି!-->…
ସିଦ୍ଧାର୍ଥ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର
ବିନିକା: ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର। ପୋଷ୍ଟରରେ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ନିର୍ବାଚନରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ ଚେତାବନୀ!-->…