ଛାତ୍ର ସଂସଦ ନିର୍ବାଚନ ଲାଗି ସରିଲା ପ୍ରଚାର, ଆସନ୍ତାକାଲି ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ’

ଭୁବନେଶ୍ଵର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରେ ଆଜି ସରିଛି ପ୍ରଚାର । ଆସନ୍ତାକାଲି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ପ୍ରଚାରର ଶେଷ ଦିନରେ ଧୁଳି ଉଡ଼ା ପ୍ରଚାର କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ । ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍…

ପୂଜା ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା: ଦିନ ୨ରୁ ରାତି ୨ ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ବନ୍ଦ

ଭୁବନେଶ୍ବର: ଆସନ୍ତା ଦୁର୍ଗାପୂଜା ପାଇଁ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ, ଭୁବନେଶ୍ୱର ସହର ପାଇଁ ଟ୍ରାଫିକ କଟକଣା ଜାରି କରିଛି । ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଦିନ ୨ରୁ ରାତି ୨ଟା ମଧ୍ୟରେ ସହରର ବିଭିନ୍ନ ରୁଟ୍‌ରେ ଭାରୀଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । ଆସନ୍ତା…

ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା, ନ ମାନିଲେ ଜରିମାନା

କଟକ: ପରିବେଶ ସୁରକ୍ଷା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ। ଐତିହାସିକ କଟକ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମହାନଦୀର ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ଏଥର ଯାତ୍ରା ପଡ଼ିଆରେ ସିଙ୍ଗଲ୍-ୟୁଜ୍…

ନୟାଗଡ ପୋଲିସକୁ ସଫଳତା : ୧୦୫ ଚୋରି ହୋଇଥିବା ମୋବାଇଲ ଫୋନ ଜବତ, ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର

ନୟାଗଡ଼ : ନୟାଗଡ ପୋଲିସକୁ ମିଳିଛି ବଡ଼ ସଫଳତା, ଯାହା ଫଳରେ ଚୋରି ହୋଇଥିବା 105ଟି ମୋବାଇଲ ଫୋନ ଫେରି ପାଇଛନ୍ତି ମୋବାଇଲ ମାଲିକ,ଏହାକୁ ନେଇ ନୟାଗଡ ଜିଲ୍ଲା ମୁଖ୍ୟାଳୟରେ ଏକ ମୋବାଇଲ ମେଳା କରାଯାଇ ମୋବାଇଲ ଫୋନ ମାଲିକ ମାନଙ୍କୁ ସେମାନଙ୍କ ଫୋନ୍ ଫେରାଇଛି ପୋଲିସ, ଆୟୋଜିତ ମେଳାରେ ନୟାଗଡ…

ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସାନ୍ତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଆଲାନ ବେହେରା । ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି କିସମ ଜମିରେ ପରିବର୍ତ୍ତନ କରିବା…

ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଶକ୍ତି ବିଭାଗର କଠୋର ଆଭିମୁଖ୍ୟ, ESMA ଲାଗୁ ପାଇଁ ପୋଲିସ ଡିଜିପିଙ୍କୁ ଚିଠି

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ଶକ୍ତି ବିଭାଗ । TPCODL ଅଧୀନରେ ଚାଲିଥିବା କର୍ମଚାରୀଙ୍କ ଧର୍ମଘଟ ବିରୋଧରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ବା ESMAକୁ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସ ଡିଜିପିଙ୍କୁ…

ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ମିଳିବ ଆଗୁଆ ସୂଚନା, IMD ଆଣିଲା ନୂଆ ଡିଜିଟାଲ୍…

ଭୁବନେଶ୍ବର: ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସୂଚନା ପାଇବା ଏବେ ଆହୁରି ସହଜ ହେବ । ଭାରତୀୟ ପାଣିପାଗ ବିଭାଗ ବା IMD ଏଥିପାଇଁ ଏକ ନୂଆ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରିଛି । ଏହାର ନାମ ରହିଛି ସାଇକ୍ଲୋନ୍ ୱାର୍ଣ୍ଣିଂ ଆଣ୍ଡ୍ ମେରାଇନ୍ ୱେଦର…

କୂଅରେ ପଡ଼ିଲା ହାତୀ, ଉଦ୍ଧାର କଲା ବନ ବିଭାଗ

ବଲାଙ୍ଗୀର: କୂଅରେ ପଡ଼ିଲା ହାତୀ । ଦୀର୍ଘ ସମୟ ପରେ ଉଦ୍ଧାର କଲା ବନ ବିଭାଗ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ହୀରାପୁର ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହାତୀଟି କୂଅରେ ପଡ଼ିଯାଇଥିବା ଖବର ପାଇବା ପରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା…

ଗୋଟିଏ କୋଠରୀରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ଖଡ଼ିଆଳରେ ଚାଞ୍ଚଲ୍ୟ । ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରେଇ ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ରହିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଖଟ ଉପରେ ପଡିରହିଛି । ମୃତ…

ସୁକମାରେ ମାଓ ଡମ୍ପ ଠାବ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ମାଓ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ସୁକମା ଅଞ୍ଚଳରୁ ମାଓବାଦୀ ହଟିଥିଲେ ମଧ୍ୟ ଏବେବି ଜଙ୍ଗଲ ଭିତରେ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷାକର୍ମୀ ଉଦ୍ଧାର କରୁଛନ୍ତି । ମାଓ…