Sign in
Sign in
Recover your password.
A password will be e-mailed to you.
ଅର୍ଥନୀତିରେ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ୨୦୨୬ ନୋବେଲ୍ ସମ୍ମାନ
ଷ୍ଟକହୋମ୍: ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ମାକ୍ରୋ ଅର୍ଥନୀତିର ସ୍ଥିରତା ପାଇଁ ମାଇକ୍ରୋ ଅର୍ଥନୀତିର ଭିତ୍ତିଭୂମି!-->…
ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ IED ବିସ୍ଫୋରଣ, ୪ ପାକ୍ ଆତଙ୍କୀ ମୃତ
ଜାମ୍ମୁ : ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ବଡ଼ ଧରଣର IED ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ୪ ପାକିସ୍ତାନୀ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଞ୍ଚ୍ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର LoCର ଜିରୋ ଲାଇନ୍ ନିକଟ ସତୱାଲ-ନାକି ଅଞ୍ଚଳରେ ଏହି!-->…
ପାକିସ୍ତାନରେ ସେନା ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ
ଇସଲାମାବାଦ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ନିକଟରେ ଏକ ସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନୀ ସେନା ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।
ପାକିସ୍ତାନୀ!-->!-->!-->…
ପ୍ରତିବାଦ ସ୍ଥାନ ତାଲିକାରୁ ବାଦ୍ ପଡ଼ିଲା ଯନ୍ତରମନ୍ତର
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ, ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥାନ ତାଲିକାରୁ ବାଦ ଦିଆଯାଇଛି। ଦିଲ୍ଲୀରେ ପ୍ରତିବାଦ କରିବା ପାଇଁ ବର୍ତ୍ତମାନ ତିନୋଟି ନୂତନ ସ୍ଥାନ ଚିହ୍ନଟ କରାଯାଇଛି। ଦିଲ୍ଲୀର ତିନୋଟି ନୂତନ ପ୍ରତିବାଦ ସ୍ଥଳରେ ଏବେ!-->…
ପ୍ଲାଣ୍ଟ ବିବାଦକୁ ନେଇ ପୂର୍ବତନ ବିଧାୟକଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ
ରାଜସ୍ଥାନ : ରାଜସ୍ଥାନର ଭରତପୁର ଜିଲ୍ଲାରେ କ୍ରେଶର ପ୍ଲାଣ୍ଟକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଉଗ୍ର ରୂପ ନେଇଛି । ଏହି ସଂଘର୍ଷରେ ବୟାନାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଅତର ସିଂହ ଭଡ଼ାନାଙ୍କ ମୃତ୍ୟୁ ହୋଇଛି । ଠେଙ୍ଗା ଓ ପଥରରେ ଭଡାନାଙ୍କ ଉପରେ ଆକ୍ରମଣ ହୋଇଥିବା!-->…
ପାକ୍ ସୈନ୍ୟ ପୋଷ୍ଟ ଓ ଜାହାଜ ଉପରେ BLAର ଆକ୍ରମଣ, ୧୩ ଯବାନ ନିହତ
ଲାହୋର : ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବେଲୁଚ୍ ଲିବରେସନ୍ ଆର୍ମୀ(BLA) ବଡ ଆକ୍ରମଣ କରିଛି । ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି।, ବିଏଲଏର!-->…
ନେପାଳରେ ପ୍ରକୃତିର ତାଣ୍ଡବ: ଭାସିଗଲା ୪୦ ଘର, ଫସିଛନ୍ତି ଶତାଧିକ ପର୍ଯ୍ୟଟକ
ନେପାଳ: ନେପାଳରେ ପ୍ରକୃତିର ତାଣ୍ଡବ । ମନାସ୍ଲୁ ଟ୍ରେକିଂ ଅଞ୍ଚଳରେ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ବନ୍ୟାରେ ପ୍ରାୟ ୪୦ଟି ଘର, ୬ଟି ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିଭୂମି ଭାସିଯାଇଛି । ପ୍ରାୟ ୧୦ ଜଣ ନିଖୋଜ ଥିବାବେଳେ ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଫସି!-->…
କଂଗ୍ରେସ ଭବନ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
ମାଲକାନଗିରି, ୧୨।୧୦ମହିଳାଙ୍କ ପ୍ରତି କଂଗ୍ରେସ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ ଓ ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭରେ ଶତାଧିକ ମହିଳା କାର୍ଯ୍ୟକର୍ତ୍ତା!-->…
ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହ ‘ସେବା ସେତୁ’ ଶିବିର
ପୋଲସରା, ତା. ୧୨/୧୦: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ସହିତ ‘ସେବା ସେତୁ’ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଆରକ୍ଷୀ ଅଧୀକ୍ଷକ, ଗଞ୍ଜାମ ଗିରିଶ ବି.ସି.,!-->…
ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ
ଭୁବନେଶ୍ୱର : ୬ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ଓ ଅଦଳବଦଳ । ବଦଳିଲେ ଓଡିଶାର ରାଜ୍ୟପାଳ । ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ!-->…