ରଣପୁରରେ ଅବକାରୀ ବିଭାଗର ଚଢ଼ାଉ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ…

ନୟାଗଡ଼,୨୬/୦୮(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ଚୋରା ହାତରନ୍ଧା ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା ମିଳିଛି। ଏକ ସ୍ୱତନ୍ତ୍ର ଚଢ଼ାଉରେ ବିଭାଗ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ବେଳେ ଏହାର

୧୦ ଦଫା ଦାବିପତ୍ର ପ୍ରଦାନ କଲା ନୟାଗଡ଼ ଏବିଭିପିର ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା…

ନୟାଗଡ଼ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ମହାବିଦ୍ୟାଳୟର ଶିକ୍ଷାନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କିତ ଏକ ୧୦ ଦଫା

ଓଡ଼ଗାଁ ଏନଏସିକୁ ସର୍ବଶ୍ରେଷ୍ଠ ଘୋଷଣା: ପୁରସ୍କାର ବାବଦରେ ମିଳିବ ୨ କୋଟି…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସ୍ଥାନୀୟ ରାଜସ୍ୱ ଆୟ ଅଭିବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବାରୁ ଓଡ଼ିଶାର ସର୍ବଶ୍ରେଷ୍ଠ ଏନଏସି ଭାବରେ ଓଡ଼ଗାଁ ଏନଏସିକୁ ୨କୋଟି ଟଙ୍କାର ଅର୍ଥ ପୁରସ୍କାର

ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି

ନୂଆଦିଲ୍ଲୀ:ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତି ଓ ଜୀବନହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସେ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା

ଗଙ୍ଗାରେ ଡଙ୍ଗା ବୁଡ଼ି ୨ ଶ୍ରମିକ ନିଖୋଜ, ୨୦ ଉଦ୍ଧାର

ବିହାର : ବିହାରର ଭାଗଲପୁର ଜିଲ୍ଲା ନବଗଛିଆ ଅଞ୍ଚଳରେ ଗଙ୍ଗା ନଦୀରେ ବଡ଼ ଅଘଟଣ । ରାଘୋପୁର ଅଞ୍ଚଳରେ ବନ୍ଧ ମରାମତି ଓ ବନ୍ୟା ନିୟନ୍ତ୍ରଣ କାମରେ ନିୟୋଜିତ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗାର ପ୍ରଖର ସ୍ରୋତରେ ଓଲଟି ପଡ଼ିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ SDRF ଟିମ୍

ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ ନବଜାତକ ମୃତ

ପାକିସ୍ତାନ: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଗାୟନେକୋଲୋଜି ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ୱାର୍ଡର ନର୍ସରୀରେ ୧୬ ଜଣ ନବଜାତ ଶିଶୁ ଥିଲେ, କିନ୍ତୁ

ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ କୂଟନୀତି କ୍ଷେତ୍ରରେ ବର୍ତ୍ତମାନ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଏକାସାଙ୍ଗରେ ବିଶ୍ୱର ପ୍ରମୁଖ ନେତା ଏବଂ ବରିଷ୍ଠ ଅଧିକାରୀମାନେ ବିଦେଶ ଗସ୍ତରେ ଅଛନ୍ତି । ବିଶେଷ କରି ଭାରତର

ଜାତିସଂଘ କମିଟି ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଜାତିଗତ ଭେଦଭାବ ଦୂରୀକରଣ ସମ୍ବନ୍ଧୀୟ ମିଳିତ ଜାତିସଂଘ କମିଟି (UNCERD) ଦ୍ୱାରା ଭାରତ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ରାଜନୈତିକ ଭାବରେ