ସତ୍ୟବିହାରରେ ଜଳିଗଲା ବାର୍, ନଥିଲା ବିଧିବଦ୍ଧ ଲାଇସେନ୍ସ

ଭୁବନେଶ୍ବର : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଜଳିଗଲା ବାର୍ । ହୁତୁହୁତୁ ହୋଇ ଜଳିଲା ବିଲଡିଂ, ଧୂଆମୟ ହେଲା ଅଞ୍ଚଳ । ଘଣ୍ଟାଏ କାଳ କସରତ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ଏମିତି ହୋଇଥିଲା ଯେ, ପାଖରେ ଥିବା ଫର୍ଣ୍ଣିଚର

କଲରାପତରିଆକୁ ବିଷ ଦେଇ ମାରିଦେଲେ ଗ୍ରାମବାସୀ

ବଣାଇ : ବଳଦ ଖାଇଦେବାରୁ ବାଘକୁ ବିଷ । କଲରାପତରିଆକୁ ବିଷ ଦେଇ ମାରିଦେଲେ । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମରା ରେଞ୍ଜର କୁସୁମଡ଼ିହି ସେକ୍ସନର ଖେସାରା ଜଙ୍ଗଲରୁ ବାଘର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ RCCF, DFO ଓ ଅନ୍ୟ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତ ବଳଦ

ମୋକିମଙ୍କ ବୟାନକୁ ନେଇ କଂଗ୍ରେସରେ କନ୍ଦଳ, ଦଳରେ ଦେଖା ଦେଲାଣି ନେତୃତ୍ବ ସଂକଟ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଦଳ ଭିତରେ ଚାଲିଛି ଛକାପଞ୍ଝା। ମୋକିମଙ୍କ ବୟାନକୁ ନେଇ ତେଜୁଛି କଂଗ୍ରେସ କନ୍ଦଳ।

ଗୋଷ୍ଠିଗତ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଉପରେ ଉପଖଣ୍ଡସ୍ତରୀୟ କର୍ମଶାଳା

ଜଙ୍ଗଲ ସୁରକ୍ଷା, ପରିଚାଳନା ଓ ପୁନଃର୍ଜନନ ଉପରେ ଗୁରୁତ୍ଵାରୋପସୁନ୍ଦରଗଡ : ଆବାହାମାନ କାଳରୁ ଜଳ, ଜମି, ଜଙ୍ଗଲ, ଜନ୍ତୁ ବହୁମୂଲ୍ୟ ପ୍ରାକୃତିକ ସମ୍ବଳ ଭାବରେ ଜଣ ସମାଜର ଜୀବନ ଧାରଣରେ ଏକ ଅବିଚ୍ଛେଦ ଅଙ୍ଗ ଭାବରେ ରହି ଆସୁଛି। ପିଢି ପିଢି ଧରି ଜଙ୍ଗଲକୁ ଭଲ ପାଇ, ଜଙ୍ଗଲକୁ ସୁରକ୍ଷା ଦେଇ

ଭାରତ ଉପରେ ୫୦% ଟାରିଫ ଲାଗୁ କଲା ମେକ୍ସିକୋ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ବା ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ଭାରତ ସମେତ ଚୀନ ଏବଂ ଅନ୍ୟାନ୍ୟ ଏସୀୟ

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଉମର ଖଲିଦକୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ ଉମର ଖଲିଦକୁ ଦିଲ୍ଲୀ ଏକ ତଳ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ଭଉଣୀ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋର୍ଟ ଉମରକୁ ୧୪ ଦିନିଆ ସର୍ତ୍ତମୂଳକ ଜାମିନରେ ଯିବାକୁ ଅନୁମତି ଦେଇଛନ୍ତି।

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ କାରାଦଣ୍ଡ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ପାକିସ୍ତାନର ଏକ ସାମରିକ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଫୈଜଙ୍କ ନାଁରେ ରାଜନୈତିକ ହସ୍ତକ୍ଷେପ, ଅଫିସିଆଲ ସକ୍ରେଟ୍ସ ଆକ୍ଟର ଉଲ୍ଲଂଘନ ଭଳି ଏକାଧିକ

ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ ସଂଖ୍ୟା ବୃଦ୍ଧି କରିବ ବୋଲି ବୁଧବାର ଘୋଷଣା କରିଛି। ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ। ଯେଉଁସବୁ ରୁଟ୍‌ରେ ଯାତ୍ରୀଙ୍କ ଅଧିକ ଆବଶ୍ୟକତା ରହିଛି ସେହିସବୁ

ଭୋଟ ଚୋରି କରିଥିଲେ ନେହେରୁ ଓ ଇନ୍ଦିରା: ଅମିତ ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର)କୁ

ଘାଟିରେ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ