ଦିଲ୍ଲୀ ସ୍ଥିତ ନୂଆ ଝାଟିମାଟି ବାଉଁଶ ବାସଭବନରେ ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ଦିଲ୍ଲୀ ବାସଭବନର ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ C 1/4, Humayun Road, Near Khan Market Metro Station, Gate no. 1, New Delhi – 110003 ସ୍ଥିତ ଝାଟିମାଟି ବାଉଁଶରେ ଏକ ନିଆରା ବାସଭବନ ତିଆରି…

ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ପ୍ରିୟଙ୍କା..!

୨୦୨୪ ଲୋକସଭା ନିର୍ବାଚନରେ ବାରାଣସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।…

ନିଲମ୍ବିତ ହେଲେ ଆଉ ୨ ବିରୋଧୀ ସାଂସଦ, ୧୪୩ରେ ପହଞ୍ଚିଲା ସଂଖ୍ୟା…

ଲୋକସଭାରୁ ନିଲମ୍ବନ ହେଲେ ଆଉ ଦୁଇ ବିରୋଧୀ ସାଂସଦ। ଲୋଭସଭା ବାଚସ୍ପତି ଓମ୍ ବିର୍ଲା ଆଜି ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ଚଳିତ ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି। ଗୃହରେ ବିଶୃଙ୍ଖଳା…

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ଵର; ରାଉରକେଲାରେ ଚିନ୍ତା ବଢାଇଲାଣି ହଇଜା । ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା…

ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ନରେନ୍ଦ୍ର ସିଂ ତୋମାର…

ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ହେଲେ ବାଚସ୍ପତି। ବୁଧବାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ସିଂ ତୋମାର। ନରେନ୍ଦ୍ର ସିଂ…

ଇଡିରେ ହାଜର ହେବେନି କେଜ୍ରିୱାଲ…

ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ଇଡିରେ ହାଜର ହେବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ତାଙ୍କୁ ଇଡି ପକ୍ଷରୁ ଗୁରୁବାର ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ବୁଧବାର କେଜ୍ରିୱାଲ ୧୦ ଦିନ ପାଇଁ ଦିଲ୍ଲୀ ବାହାରକୁ ଚାଲି…

କରୋନାର JN.1 ଭାରିଏଣ୍ଟରେ ଆକ୍ରାନ୍ତ ହେଲେ ୨୧ ଜଣ…

ମହାମାରୀ କରୋନାର ନୂଆ ସବ ଭାରିଏଣ୍ଟ ଏବେ ସମସ୍ତଙ୍କ ଛାତିରେ ଛନକା ସୃଷ୍ଟି କରିଛି। କାରଣ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା JN 1 ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି। ଗୋଆ, କେରଳ ଓ ମହାରାଷ୍ଟ୍ରରେ ଏହି ଭାରିଏଣ୍ଟରେ ମୋଟ ୨୧ ଜଣ ଏଯାଏ ଆକ୍ରାନ୍ତ…

ସକାଳ ଚା’ ଦେବାରେ ବିଳମ୍ବ କଲେ ସ୍ତ୍ରୀ, ଖଣ୍ଡାରେ ମୁଣ୍ଡଗଣ୍ଡି ଅଲଗା କରି ଦେଲେ ସ୍ୱାମୀ…

ସକାଳ ଚା’ ଦେବାରେ ସ୍ତ୍ରୀ ବିଳମ୍ବ କରିବାରୁ ସ୍ୱାମୀ ତାଙ୍କୁ ଖଣ୍ଡାରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦର ଭୋଜପୁର ଗାଁରେ। ମୃତ ମହିଳାଙ୍କ ନାଁ ସୁନ୍ଦରୀ (୫୦)। ତାଙ୍କ ସ୍ୱାମୀଙ୍କ ନାଁ ଧର୍ମବୀର…

ନକ୍ସଲଙ୍କୁ ଜଗିବ ଡ୍ରୋନ୍, ଗତିବିଧି ଉପରେ ରଖିବ ନଜର

ସରିଲା ଦିନିକିଆ ମାଓ ମୁକାବିଲା। DGPଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମାଓ ଦମନ ରଣ ନୀତି ପ୍ରସ୍ତୁତ ହୋଇଛି। ଫୋକରେ ରହିଛି ବୌଦ୍ଧ। ସେଠାରେ ହେବାକୁ ଯାଉଛି କ୍ୟାମ୍ପ। ୨୦୨୪ ନିର୍ବାଚନରେ କିଭଳି ସୁରୁଖୁରରେ ହେବ ଓ ମାଓ ପ୍ରଭାବକୁ ମୁକାବିଲା କରାଯିବ ସେ ନେଇ ହୋଇଛି…

୭ ଦିନ ଭିତରେ ଦୋଷମୁକ୍ତ ପାଇଁ ଆବେଦନ, ଅଭିଯୁକ୍ତ ଫେରାର ଥିଲେ ବି ବିଚାର ହେବ…

ଦେଶରେ ପ୍ରଚଳିତ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଦେଶରେ ଆଇପିସି, ସିଆରପିସି ଓ ଆଇଇଏ ବଦଳରେ ୩ ନୂଆ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ…